ଅକଷ୍ଟବଦ୍ଧ Akashṭabaddha

  • ସଂ. ବିଣ. (ବହୁବ୍ରୀହି; ନ+କଷ୍ଟ+ବନ୍ଧ=ବନ୍ଧନ; ଯାହାଠାରୁ ବଳି କଷ୍ଟ ବନ୍ଧନ ନାହିଁ) — ଅପ୍ରତିକାର୍ଯ୍ୟ — Irremediable
  • ସଂ. ବିଣ. (ବହୁବ୍ରୀହି; ନ+କଷ୍ଟ+ବନ୍ଧ=ବନ୍ଧନ; ଯାହାଠାରୁ ବଳି କଷ୍ଟ ବନ୍ଧନ ନାହିଁ) — ଅତିଶୟ କଷ୍ଟରେ ପତିତ — Fallen in great trouble
  • ସଂ. ବି — ଅପ୍ରତିହାର୍ଯ୍ୟ ବିପଦ — Irremediable danger; unavoidable danger
  • ସଂ. ବି — ଅତି ଦୁଃଖ — Great grief; misery