ଅକଳ୍ପିତ Akaḻpita

  • ସଂ. ବିଣ. (ନଞ ତତ୍; ଅ=କଳ୍ପିତ) — ଯାହା କଳ୍ପିତ ନୁହେ; ବାସ୍ତବ; ଯଥାର୍ଥ।
  • ସଂ. ବିଣ. (ନଞ ତତ୍; ଅ=କଳ୍ପିତ) — ଅକୃତ୍ତ୍ରିମ — Inartificial
  • ସଂ. ବିଣ. (ନଞ ତତ୍; ଅ=କଳ୍ପିତ) — ଯାହା ବାହାନା କରାଯାଇ ନାହିଁ — Unfeigned