ଅକଳ୍ପନା Akaḻpanā

  • ସଂ. ବି. (ନଞ ତତ୍; ଅ+କଳ୍ପନା) — କଳ୍ପନା ଶକ୍ତିର ଅଭାବ।
  • ସଂ. ବି. (ନଞ ତତ୍; ଅ+କଳ୍ପନା) — ଅନୁଚିତ ଚିନ୍ତା — Improper thought
  • ଦେ. ବି. — ଅକଳ୍ପଣା (ଦେଖ)
  • ଦେ. ବିଣ — ଅକଳ୍ପଣା (ଦେଖ)