ଅକଳ୍କ Akaḻka

  • ସଂ. ବିଣ. (ବହୁବ୍ରୀହି; ଅ+କଳ୍କ) — ଦମ୍ଭରହିତ — Courageless
  • ସଂ. ବିଣ. (ବହୁବ୍ରୀହି; ଅ+କଳ୍କ) — ଅଧୀର — Impatient
  • ସଂ. ବିଣ. (ବହୁବ୍ରୀହି; ଅ+କଳ୍କ) — କଳ୍କଶୂନ୍ୟ — Having no decoction
  • ସଂ. ବି. — ଅକରକରା (ଦେଖ)