ଅକଲ୍ ପାଇବା Akal pāibā

  • ଦେ. କ୍ରି. ଅକର୍ମକ. (ଆ. ଅକ୍ଲ୍+ସଂ. ପ୍ରାପ୍ତ ଧାତୁ) — (ଅନ୍ୟଠାରୁ) ବୁଦ୍ଧି ଶିଖିବା।
  • ଦେ. କ୍ରି. ଅକର୍ମକ. (ଆ. ଅକ୍ଲ୍+ସଂ. ପ୍ରାପ୍ତ ଧାତୁ) — (ଅନ୍ୟଠାରୁ) ଶିକ୍ଷାଦ୍ୱାରା ଜ୍ଞାନଲାଭ କରିବା।
  • ଦେ. କ୍ରି. ଅକର୍ମକ. (ଆ. ଅକ୍ଲ୍+ସଂ. ପ୍ରାପ୍ତ ଧାତୁ) — — To learn a lesson