ଅକଲ୍ ଦେବା Akal debā

  • ଦେ. କ୍ରି. ସକର୍ମକ. (ଆ. ଅକ୍ଲ୍+ସଂ. ଦା ଧାତୁ) — (ଅନ୍ୟକୁ) ବୁଦ୍ଧି ବତାଇବା।
  • ଦେ. କ୍ରି. ସକର୍ମକ. (ଆ. ଅକ୍ଲ୍+ସଂ. ଦା ଧାତୁ) — (ଅନ୍ୟକୁ) ଶିକ୍ଷାଦ୍ୱାରା ଜ୍ଞାନ ଦେବା।