ଅକର୍ମଶିଳା Akarmaṡiḻā
- ଦେ. ବି. (ସଂ. ଅକର୍ମଣ୍ୟ+ଶିଳା; ଏହା ହତିଆର ଦ୍ୱାରା କଟା ହୋଇ କୌଣସି କର୍ମୋପଯୋଗୀ କରାଯାଇ ନ ପାରିବାରୁ) — ଏକ ପ୍ରକାର ଅତି ଟାଣୁଆ ପଥର।
- ଦେ. ବି. (ସଂ. ଅକର୍ମଣ୍ୟ+ଶିଳା; ଏହା ହତିଆର ଦ୍ୱାରା କଟା ହୋଇ କୌଣସି କର୍ମୋପଯୋଗୀ କରାଯାଇ ନ ପାରିବାରୁ) — ଚନ୍ଦ୍ର ଉଦେ ହେଲେ ଅକର୍ମଶିଳା ଯେ ଲେଶେ ଦ୍ରବୀଭୂତ ନୋହେ। ଦୀନକୃଷ୍ଣ, ଜଗମୋହନ।
- ଦେ. ବି. (ସଂ. ଅକର୍ମଣ୍ୟ+ଶିଳା; ଏହା ହତିଆର ଦ୍ୱାରା କଟା ହୋଇ କୌଣସି କର୍ମୋପଯୋଗୀ କରାଯାଇ ନ ପାରିବାରୁ) — [ଦ୍ର—ଏହି ପଥରକୁ ହତିଆରରେ କାଟି କୌଣସି ଆକାରରେ ପରିବର୍ତ୍ତନ କରାଯାଇ ନ ପାରେ। ଏହା ସବୁ ପଥର ଅପେକ୍ଷା ଟାଣୁଆ; ଏଥିପାଇଁ ଥଟାରୀମାନେ (କଂସାରୀ) ଏ ପଥରର ବଡ଼ ଢିମାକୁ ନେଇ ମୁଣ୍ଡା ବା ଗଢ଼ାପଥର କରନ୍ତି। ଏହି ମୁଣ୍ଡା ଉପରେ ଧାତୁ ପିଣ୍ଡ ରଖି ହାତୁଡ଼ିରେ ପିଟନ୍ତି। ଅକର୍ମଶିଳା ପଥର ଢିଙ୍କିମୁଣ୍ଡା ରୂପେ ମଧ୍ୟ ବ୍ୟବହୃତ ହୁଏ।]
- ଦେ. ବିଣ. (ପୁଂ ଓ ସ୍ତ୍ରୀ. ଲକ୍ଷଣାର୍ଥ, ଗାଳି) — ଅକର୍ମଣ୍ୟ ଓ ଅଳସୁଆ ବ୍ୟକ୍ତି — (reproach) Worthless & idle (person)