ଅକର୍ତ୍ତା Akarttā

  • ସଂ. ବି. ପୁଂ. (ନଞ ତତ୍, ଅ+କର୍ତ୍ତୃ. 1 ମା. 1 ବ) — ଯେ କର୍ତ୍ତା ବା କର୍ମକାରକ ବ୍ୟକ୍ତି ନୁହେ।
  • ସଂ. ବି. ପୁଂ. (ନଞ ତତ୍, ଅ+କର୍ତ୍ତୃ. 1 ମା. 1 ବ) — ନିଜ କର୍ମରେ ନିର୍ଲିପ୍ତ ବ୍ୟକ୍ତି — A person who is the unconcerned doer of any work
  • ସଂ. ବି. ପୁଂ. (ନଞ ତତ୍, ଅ+କର୍ତ୍ତୃ. 1 ମା. 1 ବ) — ପରମେଶ୍ୱର — God