ଅକରୁଣା Akaruṇā

  • ସଂ. ବିଣ. ସ୍ତ୍ରୀ (ଅକରୁଣ+ସ୍ତ୍ରୀ. ଆ) — ଅକରୁଣର ସ୍ତ୍ରୀଲିଙ୍ଗ।
  • ସଂ. ବି. (ଅ+କରୁଣା) — କରୁଣାର ଅଭାବ, ନିର୍ଦ୍ଦୟତା।