ଅକରମୀ Akaramī

  • ଗ୍ରା. ବିଣ. ସ୍ତ୍ରୀ. (ଅକରମାର ସ୍ତ୍ରୀଲିଙ୍ଗ) — ହତଭାଗ୍ୟା (ସ୍ତ୍ରୀ)।
  • ଗ୍ରା. ବିଣ. ସ୍ତ୍ରୀ. (ଅକରମାର ସ୍ତ୍ରୀଲିଙ୍ଗ) — ଦମୟନ୍ତୀ ତା ଦେଖି ବୋଇଲେ ମୋ ପରି। ଅକରମୀ ହୋଇଣ ନାହିଁ ଆଉ ନାରୀ। କୃଷ୍ଣସିଂହ, ମହାଭାରତ, ବନ।