ଅକନିଷ୍ଠ Akanishṭha
- ସଂ. ବିଣ. ପୁଂ. (ବହୁବ୍ରୀହି) — (ଅ=ନାହିଁ କନିଷ୍ଠ ଯାହାର) ଯେଉଁ ବ୍ୟକ୍ତିର ସାନ ଭାଇ ବା ଭଉଣୀ ନାହିଁ। — Having no younger brother or sister
- ସଂ. ବିଣ. ପୁଂ. (ବହୁବ୍ରୀହି) — (ଅକ=ପାପ, ଅର୍ଥାତ୍ ବେଦନିନ୍ଦାରୂପ ଗର୍ହିତ କର୍ମରେ ନିଷ୍ଠା ଯାହାର।)
- ସଂ. ବିଣ. ପୁଂ. (ବହୁବ୍ରୀହି) — ବୁଦ୍ଧଦେବ — The Buddha