ଅକଥିତ Akathita
- ସଂ. ବିଣ. (ଅ+କଥିତ) — ଅନୁଚ୍ଚାରିତ। — Unuttered
- ସଂ. ବିଣ. (ଅ+କଥିତ) — ଯାହା ବୋଲାଯାଇ ନାହିଁ — Unspoken
- ସଂ. ବିଣ. (ଅ+କଥିତ) — ଯାହା ବର୍ଣ୍ଣିତ ହୋଇ ନାହିଁ — Undescribed
- ସଂ. ବିଣ. (ଅ+କଥିତ) — ପଣ୍ଡିତେ ଉଦ୍ଯୋଗ ପର୍ବତ ଅକଥିତ / ମୋର ବୁଦ୍ଧିରେ କି ସେ ହୋଇବ କଥିତ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
- ସଂ. ବିଣ. (ଅ+କଥିତ) — ଅନାଲୋଚିତ — Undiscussed
- ସଂ. ବିଣ. (ଅ+କଥିତ) — ଯାହା ପ୍ରସଙ୍ଗକ୍ରମେ ଉତ୍ଥାପିତ ହୋଇ ନାହିଁ। — Not mentioned