ଅକଥା Akathā

  • ସଂ. ବି. (ଅ+କଥା) — ମନ୍ଦ ବିଷୟ — Bad thing
  • ସଂ. ବି. (ଅ+କଥା) — କୁଭାଷା — Evil words
  • ସଂ. ବି. (ଅ+କଥା) — ଅଶ୍ଳୀଳ ଭାଷା — Indecent language
  • ସଂ. ବି. (ଅ+କଥା) — ଅନୁଚିତ ବାକ୍ୟ — improper words
  • ଦେ. ବି — ଅନୁପଯୁକ୍ତ ବିଷୟ — Unfit matter
  • ଦେ. ବି — ଅନୁଚିତ କର୍ମ — Improper act
  • ଦେ. ବିଣ — ଅକରଣୀୟ — Improper
  • ଦେ. ବିଣ — ଶାସ୍ତ୍ର ନ ଜାଣିବାରୁ ମୂର୍ଖ ପଣ କରି / ଅକଥା କଥା କଲା ଭୀମ ଗଦା ଧରି। କୃଷ୍ଣସିଂହ, ମହାଭାରତ, ଶଲ୍ୟ।