ଅକଟ୍ବିକଟ୍ Akaṭbikaṭ

  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ବିରକ୍ତିକର) — ବିରକ୍ତିକର — Unpleasant
  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ବିରକ୍ତିକର) — ଅରୁଚିକର — Untasteful
  • ପ୍ରାଦେ. (ସମ୍ବଲପୁର) ବିଣ. (ସଂ. ବିରକ୍ତିକର) — (ଯଥା—ଏ ଫଲ୍ଟା ଖାଇବାକେ ବଡ଼ା ଅକଟ୍ବିକଟ୍ ଲାଗ୍ଛେ।)