ଅକଟାଇବା Akaṭāibā

  • ଗ୍ରା. କ୍ରି. (ଅକଟିବା କ୍ରିୟାର ଣିଜନ୍ତରୂପ) — ଅଟକାଇବା (ଦେଖ) — Aṭakāibā (See)
  • ଗ୍ରା. କ୍ରି. (ଅକଟିବା କ୍ରିୟାର ଣିଜନ୍ତରୂପ) — ଅନ୍ୟର ଗତିରୋଧ କରିବା— — To stop or restrain another person's motion