ଅକକର୍ଥନ Akakarthana
- ଗ୍ରା. ବି. (ସଂ. କଦର୍ଥନ)— ବାହୁନା; ବାହୁନି କରି ଅତି କରୁଣ ସ୍ୱରରେ କାନ୍ଦିବା— — Sorrowful lamentation
- ଗ୍ରା. ବି. (ସଂ. କଦର୍ଥନ)— ଅତ୍ୟନ୍ତ ଶୋକ ବା ଦୁଃଖ— — Affliction
- ଗ୍ରା. ବିଣ— ବାହୁନି କରି କାନ୍ଦୁଥିବା (ବ୍ୟକ୍ତି)— — Wailing
- ଗ୍ରା. ବିଣ— ଶୋକ ପ୍ରକାଶ କରୁଥବା— — Sorrowing