ଅଏଧ୍କାତୁଁଡା Aedhkātuñḍā

  • ପ୍ରାଦେ. (ସମ୍ବଲପୁର) ବିଣ. ପୁଂ. (ସଂ. ଅଧିକ+ତୁଣ୍ଡ+ଓଡ଼ିଆ ପ୍ରତ୍ୟୟ ଆ) — ଯେଉଁ ବ୍ୟକ୍ତି ଆଗପଛ ନ ବିଚାରି କଥା କହି ପକାଏ। — Hasty in speech