ଅଋଣୀ Aṛuṇī

  • ସଂ. ବିଣ. ପୁଂ. (ଅ=ନୁହେ+ଋଣିନ୍. 1 ମା. 1 ବ) — ଯେ କାହା ନିକଟରେ ଋଣଗ୍ରସ୍ତ ନୁହେଁ। — Unindebted
  • ସଂ. ବିଣ. ପୁଂ. (ଅ=ନୁହେ+ଋଣିନ୍. 1 ମା. 1 ବ) — ଋଣମୁକ୍ତ — Freed from debt
  • ସଂ. ବିଣ. ପୁଂ. (ଅ=ନୁହେ+ଋଣିନ୍. 1 ମା. 1 ବ) — [ଦ୍ର— 1 । ହିନ୍ଦୁଶାସ୍ତ୍ର ଅନୁସାରେ ସଂସାରରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ବ୍ୟକ୍ତିର ତିନୋଟି ଋଣ ଥାଏ। ଯଥା—ଦେବଋଣ, ପିତୃଋଣ ଓ ଋଷିଋଣ; ଯଜ୍ଞ କଲେ ମନୁଷ୍ୟ ଦେବଋଣରୁ ମୁକ୍ତ ହୁଏ, ପୁତ୍ର ଉତ୍ପାଦନ କଲେ ପିତୃଋଣରୁ ମୁକ୍ତ ହୁଏ ଏବଂ ବେଦାଧ୍ୟୟନ, ଦାନ ଓ ଅତିଥିସେବା କଲେ ଋଷିଋଣରୁ ମୁକ୍ତ ହୁଏ।] — [ଦ୍ର—1 ହିନ୍ଦୁଶାସ୍ତ୍ର ଅନୁସାରେ ସଂସାରରେ ଜନ୍ମଲାଭ କରିଥିବା ପ୍ରତ୍ୟେକ ବ୍ୟକ୍ତିର ତିନୋଟି ଋଣ ଥାଏ ଯଥା—ଦେବଋଣ, ପିତୃଋଣ ଓ ଋଷିଋଣ; ଯଜ୍ଞ କଲେ ମନୁଷ୍ୟ ଦେବଋଣରୁ ମୁକ୍ତ ହୁଏ, ପୁତ୍ର ଉତ୍ପାଦନ କଲେ ପିତୃଋଣରୁ ମୁକ୍ତ ହୁଏ ଏବଂ ବେଦାଧ୍ୟୟନ, ଦାନ ଓ ଅତିଥିସେବା କଲେ ଋଷିଋଣରୁ ମୁକ୍ତ ହୁଏ]
  • ସଂ. ବିଣ. ପୁଂ. (ଅ=ନୁହେ+ଋଣିନ୍. 1 ମା. 1 ବ) — [ଦ୍ର— 2 । ସଂସ୍କୃତ ବ୍ୟାକରଣ ସୂତ୍ର ଅନୁସାରେ ସ୍ୱରାଦ୍ୟ ଶବ୍ଦ ପୂର୍ବେ ନଞ ତତ୍ପୁରୁଷ ସମାସରେ ଅନ୍ ଆଦେଶ ହୁଏ। ଅତଏବ ଅନୃଣୀ ପଦ ବ୍ୟାକରଣସମ୍ମତ; କିନ୍ତୁ ପୂର୍ବାଚାର୍ୟ୍ୟମାନେ (ମନିଅର୍ ୱିଲିଆମ୍ସ୍, ଋଣୀ ଶବ୍ଦର 'ଋ' ଅକ୍ଷରରୁ ବ୍ୟଞ୍ଜନ ବର୍ଣ୍ଣରୂପେ ଗ୍ରହଣ କରି 'ଅନୃଣୀ' ଶବ୍ଦକୁ ବିକଳ୍ପରେ 'ଅଋଣୀ' ବୋଲି ସ୍ୱୀକାର କରିଥିବାରୁ ଏଠାରେ ଏହା ସଂସ୍କୃତ ଶବ୍ଦ ଶ୍ରେଣୀଭୁକ୍ତ କରାଗଲା।] — [ଦ୍ର—2 ସଂସ୍କୃତ ବ୍ୟାକରଣ ସୂତ୍ର ଅନୁସାରେ ସ୍ୱରାଦ୍ୟ ଶବ୍ଦ ପୂର୍ବେ ନଞ ତତ୍ପୁରୁଷ ସମାସରେ ଅନ୍ ଆଦେଶ ହୁଏ ଅତଏବ ଅନୃଣୀ ପଦ ବ୍ୟାକରଣସମ୍ମତ; କିନ୍ତୁ ପୂର୍ବାଚାର୍ୟ୍ୟମାନେ (ମନିଅର୍ ୱିଲିଆମ୍ସ୍, ଋଣୀ ଶବ୍ଦର 'ଋ' ଅକ୍ଷରରୁ ବ୍ୟଞ୍ଜନ ବର୍ଣ୍ଣରୂପେ ଗ୍ରହଣ କରି 'ଅନୃଣୀ' ଶବ୍ଦକୁ ବିକଳ୍ପରେ 'ଅଋଣୀ' ବୋଲି ସ୍ୱୀକାର କରିଥିବାରୁ ଏଠାରେ ଏହା ସଂସ୍କୃତ ଶବ୍ଦ ଶ୍ରେଣୀଭୁକ୍ତ କରାଗଲା]