ଅଇଲା ଗଲା Ailā galā

  • ଦେ. ବିଣ—(ବିପରୀତାର୍ଥକ ସହଚର) କୌଣସି ସ୍ଥାନରୁ ଆସିଥିବା ଓ ସେ ସ୍ଥାନରୁ ଯାଇଥିବା (ବ୍ୟକ୍ତିମାନେ)। — (persons) Come to and gone from any place
  • ଦେ. ବିଣ—(ବିପରୀତାର୍ଥକ ସହଚର) କୌଣସି ସ୍ଥାନକୁ ଆସୁଥିବା ଓ ସେ ସ୍ଥାନରୁ ଯାଉଥିବା (ବ୍ୟକ୍ତିମାନେ)। — (persons) Coming to and going from any place
  • ଦେ. ବି. (ବହୁବଚନ) — କୌଣସି ସ୍ଥାନକୁ ଆସୁଥିବା ଓ ସେ ସ୍ଥାନରୁ ଯାଉଥିବା ବ୍ୟକ୍ତିମାନେ। — Persons coming to and going from any place
  • ଦେ. ବି. (ବହୁବଚନ) — କୌଣସି ଉପଲକ୍ଷରେ ଉପସ୍ଥିତ ଆଗନ୍ତୁକ ବ୍ୟକ୍ତିଗଣ, ଅତିଥିଗଣ — Guests
  • ଦେ. ବି. (ବହୁବଚନ) — (ଯଥା—ଯୁଧିଷ୍ଠିରଙ୍କ ଯାଗରେ ଅଇଲାଗଲାଙ୍କ ଚର୍ଚ୍ଚାର ଭାର ଦୁଃଶାସନଙ୍କଠାରେ ନ୍ୟସ୍ତ ଥିଲା।)
  • ଦେ. ବି. (ବହୁବଚନ) — ଆସିବା ଓ ଯିବା — Coming & going
  • ଦେ. ବି. (ବହୁବଚନ) — ଜନ୍ମ ଓ ମରଣ (ଇହ ସଂସାରକୁ ଆସିବା ଓ ସଂସାରରୁ ଯିବା) — Birth & death
  • ଦେ. ବି. (ବହୁବଚନ) — (ଯଥା—ଏ ସଂସାରରେ ଚିରକାଳ ଆଇଲାଗଲା ଲାଗିଛି।)