ଅଇରିତା ନେବା Airitā nebā

  • ଦେ. କ୍ରି — ସୁଯୋଗ ପାଇ ଶତ୍ରୁତା ସାଧନ କରିବା। — To injure an enemy on finding a proper opportunity
  • ଦେ. କ୍ରି — ଅକସ ସାଧିବା — To feed fat a grudge
  • ଦେ. କ୍ରି — ପ୍ରତିହିଂସା ନେବା — To take revenge