ଅଇରି ଗଉଡ଼ Airi gauṟḍ̠a
- ଦେ. ବି. ପୁଂ. (ସଂ. ଆଭୀର+ଗୋପାଳ) — ଶୂଦ୍ରଜାତୀୟ ଯାଯାବର ନଟବିଶେଷ। ଏ ଜାତିର ପୁରୁଷମାନେ ନାନାପ୍ରକାର କୁହୁକ ଓ ମଲ୍ଲକ୍ରୀଡ଼ା ଦେଖାନ୍ତି ଓ ସ୍ତ୍ରୀମାନେ ଭୂମିରେ ପୋତା ହେବା ବାଉଁଶ ଉପରେ ନାନାବିଧ କସରତ୍ ଦେଖାନ୍ତି। — A caste of vagrant athletes who exhibit feats of magic and athletic feats and whose women perform wonderful feats on the top of bamboos
- ଦେ. ବି. ପୁଂ. (ସଂ. ଆଭୀର+ଗୋପାଳ) — ଗଉଡ଼ମାନଙ୍କର ଉପଜାତି ବିଶେଷ। — A subcaste of cowherds