ଅଇରି ଖପରା ବଇରି ବା Airi khaparā bairi bā

  • ଦେ. ବି—(ବିଶିଷ୍ଟ ବାକ୍ୟ) — ଅତ୍ୟନ୍ତ ନିର୍ଦ୍ଧନ ଓ ଅଭାବଗ୍ରସ୍ତ ଅବସ୍ଥା। — State of poverty and want
  • ଦେ. ବି—(ବିଶିଷ୍ଟ ବାକ୍ୟ) — [ଦ୍ର—ଯାହାର ନିର୍ଦ୍ଧନତା ବା ଅଭାବ ଯୋଗୁଁ ଘରେ ପ୍ରତିଦିନ ଚୁଲି ଜଳେ ନାହିଁ ଓ ଘରେ ଧାତୁପାତ୍ର ଖଣ୍ଡିଏ ନ ଥାଏ, ଲୋକେ କହନ୍ତି, "ତାର ଅଇରି ଖପରା ବଇରି ବା ହେଲାଣି"।]