ଅଇନ୍ଦ୍ର Aindra

  • ଦେ. ବିଣ—(ପ୍ରାଚୀନ ପଦ୍ୟ. ଐ ସ୍ଥାନରେ ଅଇ ପ୍ରୟୋଗ) (ସଂ. ଐନ୍ଦ୍ର) ଇନ୍ଦ୍ର ସମ୍ବନ୍ଧୀୟ — Relating to God Indra
  • ଦେ. ବିଣ—(ପ୍ରାଚୀନ ପଦ୍ୟ. ଐ ସ୍ଥାନରେ ଅଇ ପ୍ରୟୋଗ) ଆଗ୍ନେୟ ବାୟବ୍ୟ ଅଇନ୍ଦ୍ର ବାରୁଣ। ଅସ୍ତ୍ରେ ପୁଣି ଅର୍ଜୁନ କଲେ ନିବାରଣ। କୃଷ୍ଣସିଂହ, ମହାଭାରତ, ବିରାଟ।