ଅଇନି ବତାଇବା Aini batāibā

  • ଦେ. କ୍ରି — ଅନ୍ୟାୟରୂପେ କୌଣସି କଥା କହିବା। — To speak wrongly
  • ଦେ. କ୍ରି — ପ୍ରୌଢ଼ି କରିବା। — To brag; to boast