ଅଇନଗଦ୍ Ainagad

  • ଗ୍ରା. ଅ—(ସଂ. ଏତଦ୍+ଆ. ନକଦ୍ ହି. ନଗଦ୍= ବର୍ତ୍ତମାନ ଦେୟ ଧନ) — ଏହିକ୍ଷଣି, ବର୍ତ୍ତମାନ। — Just now, immediately
  • ଗ୍ରା. ଅ—(ସଂ. ଏତଦ୍+ଆ. ନକଦ୍ ହି. ନଗଦ୍= ବର୍ତ୍ତମାନ ଦେୟ ଧନ) — ଅତି ସତ୍ୱର — Very soon