ଅଇଣ୍ଠାହାତ Aiṇṭhā hāta

  • ଦେ. ବି. (ସଂ. ଉଚ୍ଛିଷ୍ଟ+ହସ୍ତ; ମଧ୍ୟପଦଲୋପୀ; ଉଚ୍ଛିଷ୍ଟଲଗ୍ନ ହାତ) — ଭାତ ଖାଇସାରିବା ପରେ ଧୁଆଧୋଇ ହୋଇ ନଥିବା ହାତ। — Hand not yet washed after a meal
  • ଦେ. ବି. (ସଂ. ଉଚ୍ଛିଷ୍ଟ+ହସ୍ତ; ମଧ୍ୟପଦଲୋପୀ; ଉଚ୍ଛିଷ୍ଟଲଗ୍ନ ହାତ) — ଅଇଣ୍ଠା ହାତରେ କୁଆକୁ ହୁରୁଡ଼ାନ୍ତି ନାହିଁ। ଢଗ।