ଅଇଣ୍ଠାଭାତ Aiṇṭhā bhāta
- ଦେ. ବି. (ସଂ. ଉଚ୍ଛିଷ୍ଟ+ଭକ୍ତ) — ଯେଉଁ ଭାତକୁ ଜଣେ ଖାଇବା ପରେ ପାତ୍ରରେ ଛାଡ଼ି ଯାଇଅଛି। — Boiled rice left by a person on the plate
- ଦେ. ବି. (ସଂ. ଉଚ୍ଛିଷ୍ଟ+ଭକ୍ତ) — ଯେଉଁ ଭାତକୁ ଖାଦକ ଖାଇବାକୁ ଆରମ୍ଭ କରିଛି। — Boiled rice which an eater has already begun to eat
- ଦେ. ବି. (ସଂ. ଉଚ୍ଛିଷ୍ଟ+ଭକ୍ତ) — ଭକ୍ଷ୍ୟ ଦ୍ରବ୍ୟଯାକକୁ ଅଘୋଡ଼ା ରଖିଲେ ଅଇଣ୍ଠା ଭାତେ ଘିଅ ନିଠାଇ ଖାଇଲେ। କୃଷ୍ଣସିଂହ, ମହାଭାରତ ଦ୍ରୋଣ।