ଅଇଣ୍ଠାଖାଈ Aiṇṭhā khāī

  • ଦେ. ବିଣ (ସ୍ତ୍ରୀ), (ଗାଳି) — ଅଇଣ୍ଠାଖିଆର ସ୍ତ୍ରୀଲିଙ୍ଗ। — Feminine of Aiṇṭhā khiā
  • ଦେ. ବିଣ (ସ୍ତ୍ରୀ), (ଗାଳି) — ଅଇଣ୍ଠାଖାଈ କୁକୁରୀ ଆଉ ଖଣ୍ଡିଏ ଅଇଣ୍ଠା ପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳି ଦେଇଯାଏ। ଫକୀର—ଛମାଣ ଆଠଗୁଣ୍ଠ।