ଅଇଣ୍ଠା ବୋଳିବା Aiṇṭhā bolibā

  • ଦେ. କ୍ରି — କୌଣସି ବ୍ୟକ୍ତିର ଦେହରେ ବା କୌଣସି ସ୍ଥାନରେ ଅଇଣ୍ଠା ଭାତ ବା ଅଇଣ୍ଠା ହାତ ଲଗାଇବା। — To smear a place or a person's body with left off food or touch with unwashed hand
  • ଦେ. କ୍ରି — (ଲକ୍ଷଣାର୍ଥ) ଅଠା ବୋଳିବା; କୌଣସି ବ୍ୟକ୍ତି ଉପରେ ମିଥ୍ୟାରେ କଳଙ୍କ ବା ଦୋଷ ଆରୋପ କରିବା। — To scandalise a person; to falsely lay the blame for anything on a person