ଅଇଣ୍ଠା ପୋଛିବା Aiṇṭhā pochhibā

  • ଦେ. କ୍ରି. (ସଂ. ଉଚ୍ଛିଷ୍ଟ+ପ୍ରୋଞ୍ଛନ) — ଯେଉଁ ସ୍ଥାନରେ କେହି ବ୍ୟକ୍ତି ଭୋଜନ କରିଥାଏ, ସେ ସ୍ଥାନରେ ଅଇଣ୍ଠା ପତ୍ର ବା ଅଇଣ୍ଠା ବାସନ ଉଠାଇ ନେଇ ସେ ସ୍ଥାନରେ ଖାଇଲା ବେଳେ ବୁଣି ଯାଇଥିବା ଅନ୍ନାଦିର କଣାମାନ ଗୋଟାଇ ନେବା ପରେ ସେ ସ୍ଥାନକୁ ଗୋବର, ମାଟି ଓ ପାଣିରେ ଲିପି ସଫା କରିବା। — To cleanse a place where a person has taken his meal by removing the plate or leaf, picking up the particles of food strewn on the ground and smearing it with cowdung, earth and water
  • ଦେ. କ୍ରି. (ସଂ. ଉଚ୍ଛିଷ୍ଟ+ପ୍ରୋଞ୍ଛନ) — ଅଇଣ୍ଠା ପୋଛିବାରେ କିପାଁ ଅଛୁ ମାତି। କୃଷ୍ଣସିଂହ, ମହାଭାରତ, ବିରାଟ।