ଅଇଣ୍ଠା ପତ୍ର Aiṇṭhā patra

  • ଦେ. ବି. (ସଂ. ଉଚ୍ଛିଷ୍ଟ+ପତ୍ର) — ଯେଉଁ ପତ୍ର କୌଣସି ବ୍ୟକ୍ତି ଅନ୍ନାଦି ଭୋଜନ କରିସାରି ଛାଡ଼ିଯାଇଥାଏ। — The leaf (used for a plate) left by a person after finishing his meal which was served on it)