ଅଇଣ୍ଠା କରିବା Aiṇṭhā karibā
- ଦେ. କ୍ରି — ପାତ୍ରରେ ଥିବା କୌଣସି ଖାଦ୍ୟ ଦ୍ରବ୍ୟର ଏକାଂଶକୁ ଖାଇବାଦ୍ୱାରା ପାତ୍ରସ୍ଥ ସମୁଦାୟ ପଦାର୍ଥକୁ ଉଚ୍ଛିଷ୍ଟରେ ପରିଣତ କରିବା। — To make the whole of the food in a plate impure by eating a part thereof
- ଦେ. କ୍ରି — [ଦ୍ର—ହିନ୍ଦୁଶାସ୍ତ୍ର ଅନୁସାରେ ଜଣକଦ୍ୱାରା ଅଇଣ୍ଠା ହୋଇଥିବା ଖାଦ୍ୟ ଅପବିତ୍ର ଓ ଅନ୍ୟଦ୍ୱାରା ଅଖାଦ୍ୟ।]