ଅଇଣ୍ଠା କଇଣ୍ଠା Aiṇṭhā kaiṇṭhā

  • ଗ୍ରା. ବି—(ଅନର୍ଥକ ଦ୍ୱିତୀୟ ସହଚର) ଉଚ୍ଛିଷ୍ଟ ଲାଗିଥିବା ସ୍ଥାନ ଓ ବାସନ ଆଦି। — Places and utensils smeared, with orts
  • ଗ୍ରା. ବିଣ. — ଉଚ୍ଛିଷ୍ଟ ଲାଗିଥିବା (ବହୁବଚନ)। — (plural) Smeared with orts