ଅଂସଫଳକ Aṁsaphaḻaka

  • ସଂ. ବି. (ବିଜ୍ଞାନ ପରିଭାଷା) — ଉଭୟସ୍କନ୍ଧର ପଛଆଡ଼େ ଥିବା ତ୍ରିକୋଣାକାର ଅସ୍ଥି; କାନ୍ଧର ହାଡ଼ (ହାତ ଚଳାଇଲା ବେଳେ ଯାହା ଚାଳିତ ହେବାର ଦେଖାଯାଏ।) — Shoulderblade; the scapula