ଅଂଶୂଦକ Aṁṡudaka

  • ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; ଅଂଶୁ=କିରଣ+ ଭଦକ; କିରଣସ୍ପୃଷ୍ଟ ଉଦକ।) — (ବୈଦ୍ୟକ) ଯେଉଁ (ଜଳାଶୟର) ଜଳରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଜ୍ୟୋତ୍ସ୍ନା ସମ୍ପୂର୍ଣରୂପେ ପଡ଼େ ଓ ଯହିଁରେ ଜଳ ନିର୍ମଳ। — Water of a tank which gets sun's & moon's rays freely
  • ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; ଅଂଶୁ=କିରଣ+ ଭଦକ; କିରଣସ୍ପୃଷ୍ଟ ଉଦକ।) — (ଏହି ଜଳ ଶୀତଳ, ସ୍ନିଗ୍ଧ, ଅନଭିଷ୍ୟନ୍ଦୀ ଅର୍ଥାତ୍ ଏହା କଫକର ନୁହେଁ। ଶରତ୍କାଳରେ ଏହି ଜଳ ପାନାର୍ଥ ପ୍ରଶସ୍ତ ଅଟେ।)