ଅଂଶୁଶିରାଳଦେହ Aṁṡusirāḻadeha

  • ଦେ. ବିଣ. (ଜୀବ—ବିଜ୍ଞାନ ପରିଭାଷା) — ଯେଉଁ ଜୀବମାନଙ୍କ ଦେହରେ ଶିରାମାନ ଗୋଟିଏ କେନ୍ଦ୍ରରୁ ଅଂଶୁ ପରି ସବୁଆଡ଼କୁ ବାହାରିଥାଏ — Radiata
  • ଦେ. ବିଣ. (ଜୀବ—ବିଜ୍ଞାନ ପରିଭାଷା) — (ଯଥା—ବୁଢ଼ିଆଣୀ, ସାମୁଦ୍ରିକ ଜୀବ ପୁରୁଭୁଜ।)