ଅଂଶୁମାଳୀ Aṁṡumāḻī
- ସଂ. ବିଣ. ପୁଂ. (ଅଂଶୁମାଳା+ଅଛି ଅର୍ଥରେ ଇନ୍. 1 ମା. ଏକବଚନ) — ଅଂଶୁମାଳାଯୁକ୍ତ; କିରଣମାଳାଯୁକ୍ତ। — Radiant; full of rays
- ସଂ. ବିଣ. ପୁଂ. (ଅଂଶୁମାଳା+ଅଛି ଅର୍ଥରେ ଇନ୍. 1 ମା. ଏକବଚନ) — କିରଣମାଳାବିଭୂଷିତ। — Wreathed with rays
- ସଂ. ବି. ପୁଂ — ସୂର୍ଯ୍ୟ — The sun
- ସଂ. ବି. ପୁଂ — (ଆଦିତ୍ୟଙ୍କ ସଂଖ୍ୟା 12 ଥିବାରୁ) ଦ୍ୱାଦଶ ସଂଖ୍ୟା; 12 । — (ଆଦିତ୍ୟଙ୍କ ସଂଖ୍ୟା1ଥିବାରୁ) ଦ୍ୱାଦଶ ସଂଖ୍ୟା;1. The number twelve