ଅଂଶୁମତୀ Aṁṡumatī

  • ସଂ. ବିଣ. ସ୍ତ୍ରୀ. (ଅଂଶୁମତ୍+ସ୍ତ୍ରୀ. ଈ) — ଅଂଶୁମାନ୍ର ସ୍ତ୍ରୀଲିଙ୍ଗ । — Feminine of Aṁṡumān
  • ସଂ. ବି. — (ବୈଦ୍ୟକ) ଶାଳପର୍ଣ୍ଣୀ (ଦେଖ) — Sāḻaparṇṇī (See)
  • ସଂ. ବି. — ଯମୁନା ନଦୀ — A name of the river Jamunā (Apte)