ଅଂଶୁପଟ୍ଟ Aṁṡupatṭa

  • ସଂ. ବି. (ମଧ୍ୟପଦଲୋପୀ କର୍ମଧାରୟ; ଅଂଶୁନିର୍ମ୍ମିତ ପଟ୍ଟ) — ପାଟ ଲୁଗା; ରେଶମୀ ଲୁଗା — Silken cloth