ଅଂଶିଦାର୍ Aṁṡidār

  • ଦେ. ବି. (ସଂ. ଅଂଶ+ଫା. ପ୍ରତ୍ୟୟ ଦାର୍) — ଭାଗଦାର୍; ସରିକିଦାର୍; କୌଣସି ପଦାର୍ଥରେ ଯାହାର ହିଁସା ଥାଏ। — Co-sharer; partner; shareholder