ଅଂଶିଦାରୀ Aṁṡidārī

  • ଦେ. ବି. (ଅଂଶିଦାର୍+ଭାବାର୍ଥେ ଫା. ପ୍ରତ୍ୟୟ ଈ) — ଭାଗଦାରୀ; ସମ୍ପତ୍ତିରେ ବହୁ ଲୋକଙ୍କର ଅଂଶ ଥିବା ଅବସ୍ଥା। — Partnership; Co-parcenary