ଅଂଶାବତାର Aṁṡābatāra
- ସଂ. ବି. (ଅଂଶ+ଅବତାର) — ଯେଉଁ ଅବତାରରେ ଦେବତାଙ୍କର କଳା ବା ଶକ୍ତି ପୂର୍ଣ୍ଣ ମାତ୍ରାରେ ନଥାଇ ଅଂଶତଃ ଥାଏ। — An incarnation in which the quintessence of Divinity is exhibited in part
- ସଂ. ବି. (ଅଂଶ+ଅବତାର) — (ଯଥା—ଶ୍ରୀକୃଷ୍ଣ ଭଗବାନଙ୍କର ପୂର୍ଣ୍ଣାବତାର ଥିଲେ, ଶ୍ରୀ ଚୈତନ୍ୟ ଅଂଶାବତାର ଥିଲେ।)