ଅଂଶାପହାରୀ Aṁṡāpahāhārī

  • ସଂ. ବିଣ. ପୁଂ. (ଅଂଶ+ଅପ+ହୃ ଧାତୁ+କର୍ତ୍ତୃ. ଇନ୍ 1 ମା. 1 ବ) — ଯେ ଅନ୍ୟର ପ୍ରାପ୍ୟ ଅଂଶକୁ ଅପହରଣ କରେ। — Taking away anothers' legitimate share