ଅଂଶଗ୍ରାହୀ Aṁṡagrāhī

  • ସଂ. ବିଣ. ପୁଂ. (ଅଂଶ+ଗ୍ରହ୍ ଧାତୁ+କର୍ତ୍ତୃ ଇନ୍, 1 ମା. 1 ବ) — ଯେ ଅଂଶ ବା ଭାଗ ନିଏ। — Taking a share