ଅଂକ (ଇତ୍ୟାଦି)

  • ସଂ. ବି — ଅଙ୍କ ଇତ୍ୟାଦି (ଦେଖ) — Aṅka etc. (See)
  • ସଂ. ବି — [ଅ ରେ ଅନୁସ୍ୱାର ଯୁକ୍ତ ହୋଇ ତା ପରେ ଅନ୍ୟ ଅକ୍ଷର ଲାଗି ବ୍ୟବହୃତ ଶବ୍ଦମାନଙ୍କପାଇଁ ଅ ପରେ ଅନୁନାସିକ ଯୁକ୍ତବର୍ଣ୍ଣ— ବିଶିଷ୍ଟ ଶବ୍ଦମାନ ଦେଖ। ଯଥା—ଅଂଗା=ଅଙ୍ଗା; ଅଂତ=ଅନ୍ତ; ଅଂଧ=ଅନ୍ଧ]