ଅଁଳା (ଇତ୍ୟାଦି) Añḻā (etc)

  • ଦେ. ବି. (ସଂ. ଆମଳକ)— ଅଅଁଳା ଇତ୍ୟାଦି (ଦେଖ) — Aañḻā etc. (See)
  • ଦେ. ବି. (ସଂ. ଆମଳକ)— ବଗଡ଼ା ଅନ୍ନ କେ ଆଣିଲା / ବେଲ କରଡ଼ି ଲୁଣ ଅଁଳା। ଜଗନ୍ନାଥ, ଭାଗବତ 1 ମ ଗୋପ। — ବଗଡ଼ା ଅନ୍ନ କେ ଆଣିଲା / ବେଲ କରଡ଼ି ଲୁଣ ଅଁଳା ଜଗନ୍ନାଥ, ଭାଗବତ1ମ ଗୋପ