। ପୁ। । Pu।

  • ଦେ (ସାଙ୍କେତିକ) — (ଦଲିଲ ଆଦିରେ ବ୍ୟବହୃତ) ଅମୁକର ପୁତ୍ର — Abbreviation denoting 'the son of'
  • ଦେ (ସାଙ୍କେତିକ) — (ଯଥା—ରାମଚନ୍ଦ୍ର ରଥ। ପୁ। ବିଶିରଥ; ଅର୍ଥାତ୍ ବିଶିରଥଙ୍କ ପୁତ୍ର ରାମଚନ୍ଦ୍ର ରଥ।)
  • ଦେ (ସାଙ୍କେତିକ) — (ସଂ. ପୂର୍ବ) ଦଲିଲ ଆଦିରେ ଜମିର ଚଉହଦୀ ଲେଖାଯିବା ସମୟରେ ବ୍ୟବହୃତ ସାଙ୍କେତିକ ଚିହ୍ନ; ପୂର୍ବଦିଗ — An abbreviation used in documents to denote 'bounded on the east by'
  • ଦେ (ସାଙ୍କେତିକ) — (ସଂ. ପୁନଃ) ପୁନଶ୍ଚ ଶବ୍ଦର ସାଙ୍କେତିକ ଚିହ୍ନ — Abbreviation of 'Punaṡcha'; again
  • ଦେ (ସାଙ୍କେତିକ) — [ଦ୍ର—ପତ୍ର ବା ଦଲିଲ ଆଦି ଲେଖି ସାରି ତହିଁରେ ଆଉ କିଛି କଥା ଯୋଗ କରିବାକୁ ହେଲେ ଏହି ସାଙ୍କେତିକ ବ୍ୟବହୃତ ହୁଏ। ଏହାର ଇଂରାଜୀ ବ୍ୟବହାର — 'P. S.'ବା'Post Script'ଏହାର ଅର୍ଥ ପୁନଶ୍ଚ ଲେଖୁଅଛି କି; ପୁନଶ୍ଚ ଜଣାଇବାର ଏହିକି]