[ଅମୁକର] ହଲକ୍ ଶୁଖିଯିବା Halak ṡukhi j̄ibā

  • ଦେ. ବି. (ଆ. ହଲକ୍=କଣ୍ଠନାଳୀ) — ସାହାସର ଲୁପ୍ତ ହେବା; ସାହସର ଲୋପ — Loss of courage for the doing of a thing
  • ଦେ. ବି. (ଆ. ହଲକ୍=କଣ୍ଠନାଳୀ) — ଧୈର୍ଯ୍ୟ ଲୁପ୍ତ ହେବା; ଧୈର୍ଯ୍ୟଚ୍ୟୁତି ଘଟିବା — Loss of patience