(ମୋ) ହାତରେ କାମ ଥିବା Hātare kāma thibā

  • ଦେ. ବି — ନିଜେ କୌଣସି କାର୍ଯ୍ୟରେ ନିଯୁକ୍ତ ଥିବା — Being engaged or busy in any work
  • ଦେ. ବି — ନିଷ୍ପନ୍ନ କରିବାକୁ କେତେକ କାର୍ଯ୍ୟ ବାକିଥିବା — The state of a portion of any work still remaining to be done