(ମୁଣ୍ଡକୁ) ହାତ ପାଇବା (Muṇḍaku) Hāta pāibā

  • ଦେ. ବି — ନିଜର ସାଂସାରିକ କାର୍ଯ୍ୟ ନିଜେ ପରିଚାଳନ କରିବାକୁ ସମର୍ଥ ହେବା; ନିଜକୁ ପୋଷିବାକୁ ନିଜେ ସମର୍ଥ ହେବା — Becoming able or fit to look after one's worldly affairs